ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛୋଟ ତାଟିଆ
ଉଦାହରଣ : ବିରାଡ଼ି ଗିନାରେ ଥିବା ଦୁଧ ପିଉଛି
ସମକକ୍ଷ : କଟରା, ଗିନା, ବାଟି
ଅନ୍ୟ ଭାଷାରେ ଅନୁବାଦ :हिन्दी
छोटा कटोरा।
ଅର୍ଥ : ଛୋଟ ଆଧାର ଏବଂ ଚୌଡ଼ା ଫନ୍ଦ ଥିବା ଏକ ଛୋଟ ପାତ୍ର
ଉଦାହରଣ : ସେ ତାଟିଆରେ ଗଜା ବୁଟ ରଖେ
ସମକକ୍ଷ : ଖୁରୀ, ଗିନା
नीची दीवार और चौड़े पेंदे का एक छोटा बरतन।
ଅର୍ଥ : ଏକ ପ୍ରକାରର ଛୋଟ ପତଳା ତାଟିଆ
ଉଦାହରଣ : ଶୀଲା ତାଟିଆରେ ଚିନି ରଖିଛି
एक प्रकार की छोटी छिछली कटोरी।
ସଂସ୍ଥାପନ କରନ୍ତୁ