ଅର୍ଥ : ରୋଟି ତିଆରି କରିବାପାଇଁ ମାଟିର ଏକ ପ୍ରକାରର ବଡ଼ ଭାଟି
ଉଦାହରଣ :
ତନ୍ଦୁରରେ ସେକା ରୁଟି ସୁଆଦିଆ
ଅନ୍ୟ ଭାଷାରେ ଅନୁବାଦ :
रोटी पकाने की मिट्टी की एक प्रकार की बड़ी भट्ठी।
तंदुर में पकी रोटियाँ स्वादिष्ट होती हैं।
तंदूर
A clay oven used in northern India and Pakistan.
tandoor