ଅର୍ଥ : ସେହି ବାଦ୍ୟ ଯାହାକୁ ବଜେଇବା ନିମନ୍ତେ ତାର ଲାଗିଥାଏ
ଉଦାହରଣ :
ସାରଙ୍ଗୀ ଏକ ତାରବାଦ୍ୟ
ସମକକ୍ଷ : ତନ୍ତୁବାଦ୍ୟ, ତାରବାଦ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह वाद्य जिसमें बजाने के लिए तार लगे रहते हैं।
सारंगी एक तंतु वाद्य है।A musical instrument in which taut strings provide the source of sound.
stringed instrument