ଅର୍ଥ : କୌଣସି ଜିନିଷ ତିଆରି କରିବାପାଇଁ ତାର ସାମଗ୍ରୀକୁ ଛାଞ୍ଚରେ ଢାଳି ତାକୁ ତିଆରି କରିବାର ମଜୁରି
ଉଦାହରଣ :
ମଜୁରି ପ୍ରତିଦିନ ଇଟାର ଢଳାଇମଜୁରି ତିନି ଶହ ଟଙ୍କା ନେଉଛି
ସମକକ୍ଷ : ଢଳେଇମଜୁରି
ଅନ୍ୟ ଭାଷାରେ ଅନୁବାଦ :
कोई चीज़ बनाने के लिए उसकी सामग्री को साँचे में डालकर उसको तैयार करने की मजदूरी।
मजदूर ईटों की प्रतिदिन की ढलाई तीन सौ रुपए लेते हैं।Something that remunerates.
Wages were paid by check.