ଅର୍ଥ : ବିଜୁଳି ଚାଳିତ ଏକ ପ୍ରକାରର ଛେଦକ ଯନ୍ତ୍ର
ଉଦାହରଣ :
ଏହି ପକ୍କା କାନ୍ଥ ଉପରେ କଣ୍ଟା ମାରିବା ପାଇଁ ମୋର ଡ୍ରିଲ ଆବଶ୍ୟକ
ସମକକ୍ଷ : ଡ୍ରିଲ ମେସିନ, ଡ୍ରିଲିଙ୍ଗ ମେସିନ
ଅନ୍ୟ ଭାଷାରେ ଅନୁବାଦ :
बिजली से चलने वाला एक प्रकार का वेधक यंत्र।
इस पक्की दीवार पर कील ठोकने के लिए मुझे ड्रिल की ज़रूरत है।A tool with a sharp point and cutting edges for making holes in hard materials (usually rotating rapidly or by repeated blows).
drill