ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଂସର୍ଗ ବା ମିଳାମିଶାରୁ ଯେଉଁ ରୋଗ ବ୍ୟାପେ
ଉଦାହରଣ : କାଛୁ ଏକ ସଂକ୍ରାମକ ରୋଗ
ସମକକ୍ଷ : ଛୁଆଁରୋଗ, ସଂକ୍ରାମକ ବେମାରୀ, ସଂକ୍ରାମକରୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह रोग जो संसर्ग या छूत से फैलता है।
Any disease easily transmitted by contact.
ଅର୍ଥ : ଶରୀରର କୌଣସି ଭିତିରି ଦୋଷ କାରଣରୁ ନୁହେଁ ବରଂ ଉପର ବା ବାହାର କାରଣରୁ ହଠାତ୍ ହେଉଥିବା ରୋଗ
ଉଦାହରଣ : ଶିଶୁ ଛୁଆଁରୋଗରେ ପୀଡିତ
ସମକକ୍ଷ : ଛୁଆଁରୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
शरीर के किसी भीतरी दोष के कारण नहीं बल्कि ऊपरी या बाहरी कारणों से सहसा होने वाला रोग।
ସଂସ୍ଥାପନ କରନ୍ତୁ