ଅର୍ଥ : ଯାହାକୁ କୌଣସି ପ୍ରକାର ପ୍ରଶିକ୍ଷଣ ମିଳିଛି
ଉଦାହରଣ :
ଏହି କାମପାଇଁ ଜଣେ ପ୍ରଶିକ୍ଷିତ ବ୍ୟକ୍ତିଙ୍କର ଆବଶ୍ୟକତା ଅଛି
ସମକକ୍ଷ : ପ୍ରଶିକ୍ଷିତ
ଅନ୍ୟ ଭାଷାରେ ଅନୁବାଦ :
जिसे किसी प्रकार का प्रशिक्षण मिला हो।
इस काम के लिए एक प्रशिक्षित व्यक्ति की आवश्यकता है।