ଅର୍ଥ : ଯେଉଁ ଯନ୍ତ୍ରରେ ଗୀତ, ଭାଷଣଆଦିକୁ ଟେପ୍ କରାଯାଏ ବା ଶୁଣା ଯାଇପାରିବ
ଉଦାହରଣ :
ସେ ଦିନସାରା ଟେପ୍ ଶୁଣୁଅଛି
ସମକକ୍ଷ : ଟେପ୍
ଅନ୍ୟ ଭାଷାରେ ଅନୁବାଦ :
वह यंत्र जिसमें गाना, भाषण आदि को चुंबकीय फीते पर अंकित किया जाता है तथा अंकित ध्वनियों को सुना भी जा सकता है।
वह दिनभर टेप सुनता रहता है।