ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟଙ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟଙ୍କା   ବିଶେଷ୍ୟ

ଅର୍ଥ : ଭାରତରେ ପ୍ରଚଳିତ ମୁଦ୍ରା

ଉଦାହରଣ : ଭାରତୀୟ ଟଙ୍କାରେ ଗାନ୍ଧୀଜୀଙ୍କର ଫଟୋ ରହିଛି

ସମକକ୍ଷ : ଭାରତୀୟ ଟଙ୍କା


ଅନ୍ୟ ଭାଷାରେ ଅନୁବାଦ :

भारत में चलने वाली मुद्रा।

भारतीय रुपयों में गाँधीजी की फोटो है।
भारतीय रुपया, भारतीय रुपिया, रुपया, रुपिया

The basic unit of money in India. Equal to 100 paise.

indian rupee, rupee

ଅର୍ଥ : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ

ଉଦାହରଣ : ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା

ସମକକ୍ଷ : ମୁଦ୍ରା


ଅନ୍ୟ ଭାଷାରେ ଅନୁବାଦ :

टकसाल में ढला हुआ निर्दिष्ट मूल्य का धातु का टुकड़ा जो वस्तु विनिमय का साधन होता है।

पुराने ज़माने में सोने, चाँदी आदि के सिक्के चलते थे।
धातुमुद्रा, सिक्का

ଅର୍ଥ : ଭାରତରେ ପ୍ରଚଳିତ ହେଉଥିବା ଷୋହଳ ଅଣାର ଏକ ମୁଦ୍ରା

ଉଦାହରଣ : ଜେଜେବାପାଙ୍କ ପାଖରେ ବିଭିନ୍ନ ପ୍ରକାରର ଏକଟଙ୍କିଆ ମୁଦ୍ରା ଥିଲା

ସମକକ୍ଷ : ଏକଟଙ୍କିଆ ମୁଦ୍ରା, ଟଙ୍କିକିଆ ମୁଦ୍ରା


ଅନ୍ୟ ଭାଷାରେ ଅନୁବାଦ :

भारत में प्रचलित एक सिक्का जो सोलह आने का होता था।

दादाजी के पास तरह-तरह के रुपए थे।
रुपया, रूप्यक

The basic unit of money in India. Equal to 100 paise.

indian rupee, rupee

ଅର୍ଥ : ଭାରତ ଓ ପାକିସ୍ତାନ ଆଦି ଦେଶରେ ପ୍ରଚଳିତ ମୁଦ୍ରା

ଉଦାହରଣ : ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି

ସମକକ୍ଷ : ରୂପିୟା


ଅନ୍ୟ ଭାଷାରେ ଅନୁବାଦ :

भारत, पाकिस्तान आदि देशों में चलनेवाली मुद्रा।

रुपये का दिन-प्रतिदिन अवमूल्यन हो रहा है।
रुपया, रुपिया

The basic unit of money in India. Equal to 100 paise.

indian rupee, rupee

ଅର୍ଥ : ଶହେ ପଇସା ମୂଲ୍ୟର ମୁଦ୍ରା ବା ନୋଟ

ଉଦାହରଣ : ମାଆ ମୋତେ ଟଙ୍କା ଦେଲେ


ଅନ୍ୟ ଭାଷାରେ ଅନୁବାଦ :

सौ पैसे मूल्य का सिक्का या नोट।

माँ ने मुझे रुपया दिया।
रुपया, रुपिया

ଅର୍ଥ : ଟଙ୍କା ଓ ପଇସା ଯାହା ବିନିମୟର ସାଧନ

ଉଦାହରଣ : ସେଠର ବାକ୍ସ ଟଙ୍କା ପଇସାରେ ଭର୍ତ୍ତି ହୋଇଥିଲା

ସମକକ୍ଷ : ଟଙ୍କା-ପଇସା, ପଇସା, ମୁଦ୍ରା


ଅନ୍ୟ ଭାଷାରେ ଅନୁବାଦ :

रुपये, पैसे आदि जो विनिमय के साधन हैं।

अमेरिका की मुद्रा डालर है।
करंसी, करन्सी, करेंसी, करेन्सी, मुद्रा