ଅର୍ଥ : ପାଦ ଆଙ୍ଗୁଠିରେ ପିନ୍ଧା ଯାଉଥିବା ଧାତୁବଳୟ
ଉଦାହରଣ :
ସେ ଡାହାଣ ଗୋଡ଼ ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଦ ଆଙ୍ଗୁଳିରେ ପିନ୍ଧା ଯାଉଥିବା ମୁଦି
ଉଦାହରଣ :
ସେ ନିଜ ପାଦ ଆଙ୍ଗୁଠିରେ ରୁପାର ଗୋଡ଼ମୁଦି ପିନ୍ଧିଛି
ସମକକ୍ଷ : ଗୋଡ଼ମୁଦି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହାତ ବା ପାଦର ଆଙ୍ଗୁଳି ପବରେ ପିନ୍ଧିବା ନିମନ୍ତେ ବିଶେଷତଃ ରୂପାରେ ତିଆରି ହୋଇଥିବା ମୁଦି ଆକାରର ଏକ ଗହଣା
ଉଦାହରଣ :
ସୀତାର ପାଦ ଆଙ୍ଗୁଳିରେ ଝୁଣ୍ଟିଆ ସୁନ୍ଦର ଦିଶୁଛି
ଅନ୍ୟ ଭାଷାରେ ଅନୁବାଦ :