ଅର୍ଥ : ଚକଚକିଆ ବା ଆଲୋକିତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଏହାର ବହୁତ ଅଧିକ ଚକମକିଆ ମୋତେ ଭଲ ଲାଗୁନାହିଁ
ସମକକ୍ଷ : ଚକମକିଆ, ଚିକ୍ଚିକ୍ କରିବା
ଅନ୍ୟ ଭାଷାରେ ଅନୁବାଦ :
The quality of shining with a bright reflected light.
glisten, glister, glitter, scintillation, sparkle