ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି
ଉଦାହରଣ : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି
ସମକକ୍ଷ : ଚେତନ, ଜୀବନ୍ତ, ପ୍ରାଣବନ୍ତ, ସଜୀବ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह प्राणी जो मरा न हो या जिसमें प्राण हो।
People who are still living.
ଅର୍ଥ : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
ଉଦାହରଣ : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
ସମକକ୍ଷ : ସଜୀବ
जीता हुआ या जिसमें प्राण हो।
Possessing life.
ଅର୍ଥ : ଯେ ଜନ୍ମ ନେଇଛି
ଉଦାହରଣ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
ସମକକ୍ଷ : ଜନ୍ମିତ, ଜାତ, ପ୍ରସୂତ, ସଂଜାତ, ସୃଷ୍ଟ
जो पैदा हुआ हो या जिसने जन्म लिया हो।
Brought into existence.
ସଂସ୍ଥାପନ କରନ୍ତୁ