ଅର୍ଥ : ଜୀବିକା ନିର୍ବାହ କରିବାପାଇଁ ଧନ ଅର୍ଜନ କରିବା କାର୍ଯ୍ୟ
ଉଦାହରଣ :
କୃଷକ ନିଜର ଜୀବିକାନିର୍ବାହପାଇଁ ଚାଷ କରିଥାଏ
ସମକକ୍ଷ : ଜୀବିକାନିର୍ବାହ
ଅନ୍ୟ ଭାଷାରେ ଅନୁବାଦ :
जीविका चलाने के लिए धन अर्जित करने का कार्य।
किसान अपने जीविकोपार्जन के लिए खेती करता है।