ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ମୋଟା ସୂତା ଲୁଗା
ଉଦାହରଣ : ଜୀନର ତନ୍ତୁ ବହୁତ ମଜବୁତ ହୋଇଥଏରମେଶ ଜୀନ୍ସ ସାର୍ଟ ପିନ୍ଧିଛି
ସମକକ୍ଷ : ଜୀନ୍ସ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का मोटा सूती कपड़ा।
ଅର୍ଥ : ଜୀନ୍ସ କପଡ଼ାରେ ତିଆରି ହେଉଥିବା ଏକ ପ୍ରକାର ପ୍ୟାଣ୍ଟ
ଉଦାହରଣ : ଶ୍ୟାମ ଜୀନ୍ସ ଏବଂ କୁର୍ତ୍ତା ପିନ୍ଧିଛି
एक प्रकार की पैंट जो जीन्स के कपड़े से बनी होती है।
ଅର୍ଥ : ଘୋଡ଼ା, ଓଟଆଦିଙ୍କ ପିଠିରେ କସା ଯାଉଥିବା ଗଦି
ଉଦାହରଣ : ସେ ଘୋଡ଼ାର ଜୀନ ଉତ୍ତାରି ତଳେ ରଖିଦେଲା
घोड़े, ऊँट आदि की पीठ पर कसी जाने वाली गद्दी।
ଅର୍ଥ : ସବୁ ଦେବତାମାନଙ୍କଠାରୁ ଶ୍ରେଷ୍ଠ ଏବଂ ମୁକ୍ତିଦାତା ବୋଲି ବିଚାର କରାଯାଉଥିବା ଜୈନମାନଙ୍କର ଚବିଶ ଉପାସ୍ୟ ଦେବତା
ଉଦାହରଣ : ମହାବୀର ଜୈନମାନଙ୍କର ଶେଷ ତୀର୍ଥଙ୍କର ଥିଲେ
ସମକକ୍ଷ : ତୀର୍ଥଙ୍କର
जैनियों के चौबीस उपास्य देवता जो सब देवताओं से श्रेष्ठ और मुक्तिदाता माने जाते हैं।
ସଂସ୍ଥାପନ କରନ୍ତୁ