ଅର୍ଥ : ବଂଶ-ପଂରମ୍ପରା ଅନୁସାରେ କରାଯାଇଥିବା ସମାଜର ବିଭାଗୀ କରଣ
ଉଦାହରଣ :
ହିନ୍ଦୁମାନଙ୍କ ମଧ୍ୟରେ ନିଜ ଜାତିରେ ହିଁ ବିବାହ କରିବା ପ୍ରଥା ପ୍ରଚଳିତ
ସମକକ୍ଷ : ବିରାଦରୀ
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiଅର୍ଥ : କୌଣସି ଜାତିର ପୋଷା ଜନ୍ତୁଙ୍କର ଏକ ବିଶେଷ ପ୍ରଜାତି
ଉଦାହରଣ :
ସେ ଗୋଟିଏ ଭଲ ଜାତିର କୁକୁର ପାଳିଛି
ସମକକ୍ଷ : ପ୍ରଜାତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜୀବବିଜ୍ଞାନରେ ସଜୀବମାନଙ୍କର ସବୁଠୁ ଉପର ସ୍ତରରେ କରାଯାଇଥିବା ବର୍ଗୀକରଣ
ଉଦାହରଣ :
ଜୀବବିଜ୍ଞାନର ଛାତ୍ର ହେତୁ ମୁଁ ଜୀବମାନଙ୍କର ଜାତି ବିଷୟରେ ଭଲ ଭାବରେ ଜାଣିଛି
ସମକକ୍ଷ : ସାମ୍ରାଜ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ
ଉଦାହରଣ :
ଭାରତରେ ବିଭିନ୍ନ ପ୍ରକାରର ଆମ୍ବ ମିଳେ
ଅନ୍ୟ ଭାଷାରେ ଅନୁବାଦ :
(biology) taxonomic group whose members can interbreed.
species