ଅର୍ଥ : କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା
ଉଦାହରଣ :
କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ
ସମକକ୍ଷ : ଆୟତ୍ତକରିବା, କାବୁକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
ଉଦାହରଣ :
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
ସମକକ୍ଷ : ଗଣ୍ଠି ପକାଇବା, ବାନ୍ଧିବା
ଅନ୍ୟ ଭାଷାରେ ଅନୁବାଦ :