ଅର୍ଥ : କୌଣସି ଘରର ପଛ ଆଡ଼କୁ ଥିବା ଗୁପ୍ତଦ୍ୱାର
ଉଦାହରଣ :
ପୋଲିସ ଆସିବାର ଖବର ଶୁଣି ମନୋହର ଚୋରାକବାଟ ଦେଇ ବାହାରିଗଲା
ସମକକ୍ଷ : ଗୁପ୍ତଦ୍ୱାର, ଗୁପ୍ତମାର୍ଗ, ଚୋରାଦ୍ୱାର
ଅନ୍ୟ ଭାଷାରେ ଅନୁବାଦ :
किसी घर के पीछे की ओर का गुप्त या छिपा द्वार।
पुलिस के आने की खबर सुनते ही मनोहर चोरदरवाजे से निकल गया।