ଅର୍ଥ : ମଧ୍ୟ ୟୁରୋପର ଏକ ଦେଶ
ଉଦାହରଣ :
ଚେକର ରାଜଧାନୀ ପ୍ରାଗ
ସମକକ୍ଷ : ଚେକ ଗଣରାଜ୍ୟ
ଅନ୍ୟ ଭାଷାରେ ଅନୁବାଦ :
मध्य यूरोप का एक देश।
चेक की राजधानी प्राग है।A landlocked republic in central Europe. Separated from Slovakia in 1993.
czech republicଅର୍ଥ : ଚେକ ଦେଶର ବା ଚେକ ଦେଶ ସଂବନ୍ଧିତ
ଉଦାହରଣ :
ଚେକ ବିଶେଷଜ୍ଞମାନଙ୍କ ସାହାଯ୍ୟ ଦ୍ୱାରା ପାକିସ୍ଥାନ ନିଜ ଦେଶରେ ୟୂରେନିୟମର ଅନ୍ୱେଷଣ କରିଥିଲା
ଅନ୍ୟ ଭାଷାରେ ଅନୁବାଦ :
चेक देश का या चेक देश से संबंधित।
चेक विशेषज्ञयों की मदद से पाकिस्तान ने अपने देश में यूरेनियम की खोज की थी।Of or relating to Czechoslovakia or its people or their language.
The Czech border.ଅର୍ଥ : ଚେକ ଭାଷା ସଂବନ୍ଧୀ ବା ଚେକ ଭାଷାର
ଉଦାହରଣ :
ଦୂତାବାସରେ ଚେକ ପୁସ୍ତକଗୁଡ଼ିକର ପ୍ରଦର୍ଶନୀ ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :
Of or relating to Czechoslovakia or its people or their language.
The Czech border.