ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପେଷିବା ବା ଚୂର୍ଣ୍ଣ କରିବା କ୍ରିୟା
ଉଦାହରଣ : ଏହି କାମ ଲୌହ ପେଷଣ ସହ ସମାନ
ସମକକ୍ଷ : ଅଭିମର୍ଦନ, ପେଷଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पीसने या चूर्ण करने की क्रिया।
The act of grinding to a powder or dust.
ଅର୍ଥ : ପେଷିବାର ପ୍ରକ୍ରିୟା ବା ଭାବ
ଉଦାହରଣ : ପେଷଣପାଇଁ ରଖାଯାଇଥିବା ଶସ୍ୟ ବର୍ଷାରେ ଓଦା ହୋଇଗଲା
ସମକକ୍ଷ : ପେଷଣ
पीसने की क्रिया या भाव।
ସଂସ୍ଥାପନ କରନ୍ତୁ