ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଡାକିବାଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ
ଉଦାହରଣ : ମହିଳାଙ୍କର ଚିତ୍କାର ଶୁଣି ଅନେକ ଲୋକ ରୁଣ୍ଡ ହୋଇଗଲେ
ସମକକ୍ଷ : ପାଟି, ରଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
चिल्लाने पर निकलने वाली आवाज।
ଅର୍ଥ : ଚିଲ୍ଲେଇବା ପ୍ରକ୍ରିୟା ବା ଭାବ
ଉଦାହରଣ : ସେ କାହିଁକି ଚିତ୍କାର କରୁଥିଲା?
ସମକକ୍ଷ : ରଡ଼ି
चिल्लाने की क्रिया या भाव।
ସଂସ୍ଥାପନ କରନ୍ତୁ