ଅର୍ଥ : ଗତିକୁ ଆଣିବା ବା ଗତିଶୀଳ କରିବା
ଉଦାହରଣ :
ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
ସମକକ୍ଷ : ଚଳାଇବା, ଚାଳିତକରିବା
ଅନ୍ୟ ଭାଷାରେ ଅନୁବାଦ :
गति में लाना या गतिशील करना।
उसने बंद पड़े यंत्र को चलाया।ଅର୍ଥ : ସଡ଼କ, କେନାଲଆଦି ନିର୍ମାଣ କରିବା
ଉଦାହରଣ :
କେନାଲ ବିଭାଗ ଦଶଦିନ ପରେ ଏହି କେନାଲ କାମ ଆରମ୍ଭ କରିବ
ସମକକ୍ଷ : ଆରମ୍ଭକରିବା, ସୁରୁକରିବା
ଅନ୍ୟ ଭାଷାରେ ଅନୁବାଦ :