ଅର୍ଥ : ଉପରେ ଟାଣିବାପାଇଁ ଧଳା ବା ରଙ୍ଗୀନ କପଡ଼ା
ଉଦାହରଣ :
ଭଗବାନଙ୍କ ମୂର୍ତ୍ତି ଉପରେ ଚାନ୍ଦୁଆ ଟାଣିଦିଅ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ
ଉଦାହରଣ :
ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି
ଅନ୍ୟ ଭାଷାରେ ଅନୁବାଦ :