ଅର୍ଥ : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
ଉଦାହରଣ :
ସେ କାର୍ ଚଲାଉଛି
ସମକକ୍ଷ : ଗତି କରାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
ଉଦାହରଣ :
ଅଟା ଦଳିବା ପୂର୍ବରୁ ତାକୁ ଚଲାଅ ଜେଜେମା’ ଗହମ ଚଲାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଞ୍ଚାଳନ କରିବା
ଉଦାହରଣ :
ଆପଣ ଫୋନର ସଞ୍ଚାଳନ କରନ୍ତୁ
ସମକକ୍ଷ : ଚଳାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
ଉଦାହରଣ :
ସେ ସିଲେଇ ମେସିନ୍ ଚଲାଉଛି ବଢ଼େଇ ଭଅଁର ଚଲାଉଛି
ସମକକ୍ଷ : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ପରିଚାଳିତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
ଉଦାହରଣ :
ଏହି କାମକୁ ଚାଲିବାକୁ ଦିଅନ୍ତୁ
ସମକକ୍ଷ : ଚାଲିବାକୁ ଦେବା, ଚାଲୁରହିବା, ଜାରି ରଖିବା, ପରିଚାଳିତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାଧ୍ୟକରି ବା ପ୍ରଭାବ ପକାଇ ଚଲାଇବା
ଉଦାହରଣ :
ସିପାହୀମାନେ କଏଦୀମାନଙ୍କୁ ସହରଦେଇ ମାର୍ଚ୍ଚ କରାଉଥିଲେ
ସମକକ୍ଷ : ମାର୍ଚ୍ଚ କରାଇବା
ଅନ୍ୟ ଭାଷାରେ ଅନୁବାଦ :
*बाध्य करके या दबाव डालकर चलाना।
सिपाही कैदियों को शहर से होकर मार्च करा रहे हैं।ଅର୍ଥ : ଚାଲିବାରେ ପ୍ରବୃତ୍ତ କରିବା
ଉଦାହରଣ :
ସେ ଛୁଆର ହାତ ଧରିକରି ଚଲାଉଛି
ଅନ୍ୟ ଭାଷାରେ ଅନୁବାଦ :