ଅର୍ଥ : କୁମ୍ଭାର ଯେଉଁ ମାଟିପାତ୍ରରେ ପାଣି ଭର୍ତ୍ତିକରି ନିଜ କୁରାଳଚକ ପାଖରେ ରଖେ
ଉଦାହରଣ :
କୁମ୍ଭାର ଚକେଁଡିରେ ପାଣି ନେଇ ମାଟିକୁ ଅଧିକ ଓଦା କରେ
ଅନ୍ୟ ଭାଷାରେ ଅନୁବାଦ :
मिट्टी का वह पात्र जिसमें पानी भरकर कुम्हार अपने चाक के पास रखता है।
कुम्हार चकेड़ी से पानी लेकर मिट्टी को और अधिक गीला कर रहा है।
चकेड़ी