ଅର୍ଥ : ଏହି ପ୍ରକାର ଉପରେ ଢାଙ୍କିବା ବା ରଖିବା ଯାହାଦ୍ୱାରା କୌଣସି ବସ୍ତୁ ଲୁଚିଯିବ
ଉଦାହରଣ :
ମା ଖାଦ୍ୟପଦାର୍ଥକୁ ଘୋଡ଼େଇ ରଖୁଛନ୍ତି
ସମକକ୍ଷ : ଢାଙ୍କିବା
ଅନ୍ୟ ଭାଷାରେ ଅନୁବାଦ :
Provide with a covering or cause to be covered.
Cover her face with a handkerchief.