ଅର୍ଥ : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
ଉଦାହରଣ :
ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
ସମକକ୍ଷ : ଗ୍ୟାସୋଲିନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରୋଷେଇ କରିବା କାମରେ ଆସୁଥିବା ଗ୍ୟାସ୍
ଉଦାହରଣ :
ସହରରେ ରୋଷେଇ ଗ୍ୟାସ୍ର ଉପଯୋଗ ଅଧିକ ହୋଇଥାଏ
ସମକକ୍ଷ : ଇନ୍ଧନ ଗ୍ୟାସ୍, ରୋଷେଇ ଗ୍ୟାସ୍
ଅନ୍ୟ ଭାଷାରେ ଅନୁବାଦ :
वह गैस जो रसोई बनाने के काम आती है।
शहरों में गैस का उपयोग अधिक होता है।