ଅର୍ଥ : ଖଣିଜ ତୈଳକୁ ପରିଶୋଧନ କରିବାପରେ ମିଳୁଥିବା ଯେଉଁ ତୈଳକୁ ଗାଡ଼ି ଆଦିରେ ଇନ୍ଧନ ରୂପେ ବ୍ୟବହାର କରାଯାଏ
ଉଦାହରଣ :
ଖଣିଜ ତୈଳକୁ ପରିଶୋଧନ କରିବାପରେ ପ୍ରଥମେ ଡିଜେଲ ଓ ପରେ ପେଟ୍ରୋଲ ମିଳେ
ସମକକ୍ଷ : ପେଟ୍ରୋଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହାଇଡ଼୍ରୋକାର୍ବନର ଏକ ମିଶ୍ରଣ ଯାହା ବାଷ୍ପଶୀଳ ଓ ଜ୍ୱଳନଶୀଳ
ଉଦାହରଣ :
ଗ୍ୟାସ୍କୁ ପରିଷ୍କୃତ କରି ପେଟ୍ରୋଲ, ଡିଜେଲଆଦି ତିଆରି କରାଯାଏ
ସମକକ୍ଷ : ଗ୍ୟାସ୍
ଅନ୍ୟ ଭାଷାରେ ଅନୁବାଦ :