ଅର୍ଥ : ଘର-ଦୁଆର ବା ପିଲା-ପିଲିଥିବା ବ୍ୟକ୍ତି
ଉଦାହରଣ :
ନିଜ ପରିବାର ସହିତଥିବା ଲୋକ ସୁଖୀ ଗୃହସ୍ଥ ହୋଇଥାଏ
ସମକକ୍ଷ : ଗୃହୀ
ଅନ୍ୟ ଭାଷାରେ ଅନୁବାଦ :
A man whose family is of major importance in his life.
family manଅର୍ଥ : ଗୃହସ୍ଥାଶ୍ରମରେ ରହୁଥିବା ବ୍ୟକ୍ତି
ଉଦାହରଣ :
ଗୃହସ୍ଥର ଗାର୍ହ୍ୟସ୍ଥ ଧର୍ମ ପାଳନ କରିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो गृहस्थाश्रम में रहता हो।
गृहस्थ को गृहस्थ धर्म का पालन करना चाहिए।ଅର୍ଥ : ଗୃହସ୍ଥାଶ୍ରମରେ ରହିବା ଲୋକ
ଉଦାହରଣ :
ଗୃହସ୍ଥ ବ୍ୟକ୍ତି ନିଜ ପରିବାରର ଭରଣ ପୋଷଣରେ ବ୍ୟସ୍ତ ଥାଏ
ସମକକ୍ଷ : ଗୃହସ୍ଥାଶ୍ରମୀ
ଅନ୍ୟ ଭାଷାରେ ଅନୁବାଦ :
गृहस्थाश्रम में रहने वाला।
गृहस्थ व्यक्ति अपने परिवार के पालन-पोषण में व्यस्त रहता है।