ଅର୍ଥ : ଗୁଡ଼ିଆର ପତ୍ନୀ
ଉଦାହରଣ :
ମିଠେଇ ତିଆରି କରିବାପାଇଁ ଗୁଡ଼ିଆଣୀ ଗୁଡ଼ିଆକୁ ସାହାଯ୍ୟ କରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମିଠେଇ,ପୁରି,ନମକିନ,ପକୱାନ ତିଆରି ଓ ବିକ୍ରି କରୁଥିବା ମହିଳା
ଉଦାହରଣ :
ଗୁଡ଼ିଆଣୀ ମିଠେଇ ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :