ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଣ୍ଟାର ତଳେ ଥିବା ମାଂସଳ ଅଂଶ
ଉଦାହରଣ : ତା ପିଚାରେ ଏକ ବ୍ରଣ ଉଠିଛି
ସମକକ୍ଷ : ନିତମ୍ବ, ପିଚା
ଅନ୍ୟ ଭାଷାରେ ଅନୁବାଦ :हिन्दी English
कमर के नीचे का पिछला उभरा हुआ मांसल भाग।
Either of the two large fleshy masses of muscular tissue that form the human rump.
ଅର୍ଥ : ଶରୀରର ସେହି ଭାଗ ଯାହାଦ୍ୱାରା ଶରୀରରୁ ଭିତର ମଇଳା ବାହାରିଥାଏ
ଉଦାହରଣ : ମଳଦ୍ୱାର ନିୟମିତ ସଫାକଲେ କେତେକ ରୋଗରୁ ରକ୍ଷା ମିଳିପାରିବ
ସମକକ୍ଷ : ମଳଦ୍ୱାର
ଅନ୍ୟ ଭାଷାରେ ଅନୁବାଦ :हिन्दी
शरीर का वह भाग जिससे होकर शरीर के भीतर का मल निकलता है।
ସଂସ୍ଥାପନ କରନ୍ତୁ