ଅର୍ଥ : କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ
ଉଦାହରଣ :
ସେ ଖଟରେ ବିଛଣା ବିଛାଉଛି
ଅନ୍ୟ ଭାଷାରେ ଅନୁବାଦ :
Linen or cotton articles for a bed (as sheets and pillowcases).
bed linenଅର୍ଥ : ବ୍ୟବସାୟୀ, ଦୋକାନୀଆଦିଙ୍କ ବସିବାର ଆସନ
ଉଦାହରଣ :
ଦୋକାନୀ ଗଦି ଉପରେ ବସି ଜିନିଷର ସୂଚୀ ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :
व्यवसायी, दुकानदार आदि के बैठने का आसन।
दुकानदार गद्दी पर बैठकर सामानों की सूची तैयार कर रहा था।A soft bag filled with air or a mass of padding such as feathers or foam rubber etc..
cushionଅର୍ଥ : ପଶୁମାନଙ୍କ ଶୋଭାପାଇଁ ପିଠିରେ ପକାଯାଉଥିବା ଏକ ଚାରିଚଉରସ ବସ୍ତ୍ର
ଉଦାହରଣ :
ଘୋଡ଼ା ପିଠିରେ ରେଶମୀ ଗଦି ସୁଶୋଭିତ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତୁଳାଆଦିରେ ଭରା ହୋଇଥିବା ମୋଟା ଓ କୋମଳ ବିଛଣା
ଉଦାହରଣ :
ସେ ଗଦି ଉପରେ ଶୋଇଛି
ଅନ୍ୟ ଭାଷାରେ ଅନୁବାଦ :
A large thick pad filled with resilient material and often incorporating coiled springs, used as a bed or part of a bed.
mattress