ଅର୍ଥ : ଏକ ପ୍ରକାରର ଧଳା ମାଟି
ଉଦାହରଣ :
ଅଧ୍ୟାପକ ମହୋଦୟ କଳା ପଟା ଉପରେ ଖଡ଼ିରେ ଲେଖୁଛନ୍ତି
ସମକକ୍ଷ : ଚକ୍
ଅନ୍ୟ ଭାଷାରେ ଅନୁବାଦ :
एक प्रकार की सफेद मिट्टी।
खड़िया से चॉक बनाते हैं।ଅର୍ଥ : ଏକ ପ୍ରକାର ପେନସିଲ୍ ଯାହା ସାହାଯ୍ୟରେ ସ୍ଲେଟ୍ ଉପରେ ଲେଖାଯାଏ
ଉଦାହରଣ :
ପିଲାଟି ସ୍ଲେଟ୍ଖଡ଼ିରେ ସ୍ଲେଟ୍ ଉପରେ ଲେଖୁଛି
ସମକକ୍ଷ : ସ୍ଲେଟ୍ଖଡ଼ି
ଅନ୍ୟ ଭାଷାରେ ଅନୁବାଦ :
एक प्रकार की पेंसिल जिससे स्लेट पर लिखा जाता है।
बच्चा स्लेट पेंसिल से स्लेट पर लिख रहा है।(formerly) a writing tablet made of slate.
slate