ଅର୍ଥ : ଯେ ଖେଳ ସହ ସମ୍ବନ୍ଧିତ ବା ଖେଳର
ଉଦାହରଣ :
ମୋତେ କେତେକ ଖେଳସଂପୃକ୍ତ ଅପକରଣ କିଣିବାକୁ ଅଛି
ସମକକ୍ଷ : ଖେଳ ବିଷୟକ, ଖେଳ ସମ୍ବନ୍ଧୀୟ, ଖେଳସମ୍ବନ୍ଧିତ
ଅନ୍ୟ ଭାଷାରେ ଅନୁବାଦ :
जो खेल से संबंधी हो या खेल का।
मुझे कुछ खेल संबंधी उपस्कर खरीदने हैं।