ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପିଣ୍ଡଖଜୁର ଫଳ ଯାହା ଶୁଖିଲାଫଳ ମଧ୍ୟରେ ଗଣାଯାଏ
ଉଦାହରଣ : କକା କାନ୍ଦୁଥିବା ପିଲାକୁ ଖଜୁରୀ ଖାଇବାକୁ ଦେଲେ
ସମକକ୍ଷ : ଖଜୁର, ଖଜୁରି, ଖଜୁରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पिंडखजूर का फल जो मेवा के अन्तर्गत आता है।
Sweet edible fruit of the date palm with a single long woody seed.
ସଂସ୍ଥାପନ କରନ୍ତୁ