ଅର୍ଥ : କୌଣସି ମତ ବା ସିଦ୍ଧାନ୍ତକୁ ଖଣ୍ଡନ କରିବା ବ୍ୟକ୍ତି
ଉଦାହରଣ :
ମାଧ୍ୟାକର୍ଷଣ ନିୟମର ଏ ପର୍ଯ୍ୟନ୍ତ କୌଣସି ଖଣ୍ଡକ ବ୍ୟକ୍ତି ହୋଇନାହାନ୍ତି
ସମକକ୍ଷ :
ଖଂଡକ
ଅନ୍ୟ ଭାଷାରେ ଅନୁବାଦ :
किसी मत या सिद्धांत का खंडन करनेवाला।
गुरुत्वाकर्षण के नियम का अब तक कोई खंडक व्यक्ति नहीं हुआ है।
खंडक,
खण्डक