ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ୱାଞ୍ଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ୱାଞ୍ଜା   ବିଶେଷ୍ୟ

ଅର୍ଥ : ଆଙ୍ଗୋଲାରେ ଚଳୁଥିବା ମୁଦ୍ରା

ଉଦାହରଣ : ମୋ ପାଖରେ ସେତେବେଳେ ପଚାଶ କ୍ୱାଞ୍ଜା ଥିଲା୤


ଅନ୍ୟ ଭାଷାରେ ଅନୁବାଦ :

अंगोला में चलने वाली मुद्रा।

मेरे पास उस समय पचास क्वान्ज़े थे।
क्वांज़ा, क्वांजा, क्वान्ज़ा, क्वान्जा

The basic unit of money in Angola.

kwanza

ଅର୍ଥ : ଆଫ୍ରିକୀ-ଆମେରିକୀୟ ସଂସ୍କୃତିକୁ ଦର୍ଶାଉଥିବା ଏକ ଉତ୍ସବ

ଉଦାହରଣ : ଖ୍ରୀଷ୍ଟମାସ ତଥା ନବ ବର୍ଷ ମଝିରେ କ୍ୱାଞ୍ଜା ପାଳନ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

अफ्रीकी-अमरीकी संस्कृति को दर्शाने वाला एक त्योहार।

क्वान्ज़ा क्रिसमस तथा नव-वर्ष के बीच मनाया जाता है।
क्वांज़ा, क्वांजा, क्वान्ज़ा, क्वान्जा

A festival featuring African-American culture. Celebrated between Christmas and New Year.

kwanza, kwanzaa