ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷୀଣ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷୀଣ ହେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁର ଗୁଣ, ତତ୍ତ୍ୱଆଦିରେ କମ୍‌ ହେବା

ଉଦାହରଣ : ଏହି ସେୟାରର ଦାମ ଅବିଛିନ୍ନ ଭାବେ କମି ଯାଉଛି ଅବିଛିନ୍ନ ଭାବେ ଚାଲୁଥିବା କାରଣରୁ ପ୍ରାକୃତିକ ଶକ୍ତି ହ୍ରାସ ହୋଇଚାଲିଛି

ସମକକ୍ଷ : କମି ଯିବା, କମ୍‌ ହେବା, ହ୍ରାସ ହେବା


ଅନ୍ୟ ଭାଷାରେ ଅନୁବାଦ :

किसी वस्तु के गुणों, तत्वों आदि में कमी होना।

इन शेयरों के दाम लगातार कम हो रहे हैं।
लगातार चलते रहने के कारण ऊर्जा का ह्रास होता है।
कम होना, कमी आना, क्षीण होना, गिरना, घटना, नरम पड़ना, ह्रास होना

Decrease in size, extent, or range.

The amount of homework decreased towards the end of the semester.
The cabin pressure fell dramatically.
Her weight fell to under a hundred pounds.
His voice fell to a whisper.
decrease, diminish, fall, lessen

ଅର୍ଥ : ଶରୀର କ୍ଷୀଣ ହେବା

ଉଦାହରଣ : ସେ ଧିରେଧିରେ ଦୁର୍ବଳ ହେଉଛି

ସମକକ୍ଷ : ଦୁର୍ବଳ ହେବା, ଶୁଖି ଯିବା


ଅନ୍ୟ ଭାଷାରେ ଅନୁବାଦ :

शरीर का क्षीण होना।

वह धीरे-धीरे दुबला रहा है।
अटेरन होना, क्षीणकाय होना, दुबलाना, सूखना, हड्डियाँ निकल आना