ଅର୍ଥ : ବ୍ୟଥା ସମୟରେ ଦୁଃଖସୂଚକ ଶବ୍ଦ ବା ଧ୍ୱନି ବାହାରକରିବା
ଉଦାହରଣ :
ରାମଚନ୍ଦ୍ରଙ୍କ ବନ ଗମନ ସମୟରେ ଅଯୋଧ୍ୟାବାସୀ ଆର୍ତ୍ତନାଦ କରୁଥିଲେ
ସମକକ୍ଷ : ଆର୍ତ୍ତନାଦ କରିବା, ଜୋରରେ କାନ୍ଦିବା
ଅନ୍ୟ ଭାଷାରେ ଅନୁବାଦ :
पीड़ा के समय दुःखसूचक शब्द या ध्वनि निकालना।
रामचन्द्र के वन-गमन पर अयोध्यावासी आर्तनाद कर रहे थे।ଅର୍ଥ : ପୀଡ଼ା, ଦୁଃଖ, ସୁଖ, କ୍ରୋଧଆଦିର ଭାବାବେଗରୁ ଆଖିରୁ ଅଶ୍ରୁ ବହିବା
ଉଦାହରଣ :
ନିଜ ମାଆଠାରୁ ଦୂରେଇରହିବା କାରଣରୁ ଶ୍ୟାମ କାନ୍ଦୁଥିଲା
ସମକକ୍ଷ : ଅଶ୍ରୁପାତ କରିବା, କାନ୍ଦିବା, ରୋଦନ କରିବା, ଲୁହ ଗଡ଼ାଇବା
ଅନ୍ୟ ଭାଷାରେ ଅନୁବାଦ :
पीड़ा, दुख, सुख, क्रोध,आदि के भावातिरेक में आँख से आँसू गिराना।
अपनी माँ से बिछुड़ने के कारण श्याम रो रहा था।