ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁଆଦିର ସେହି ଅଂଶ ଯାହା ଖାଲି ରହିଥାଏ
ଉଦାହରଣ : ଗଛର କୋରଡ଼ରେ ଥିବା ସାପ ଫୁଫୁକାର କରୁଛି
ସମକକ୍ଷ : ପମ୍ଫାସ୍ଥାନ, ପୋଲାସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु आदि का वह भाग जो ख़ाली होता है।
A cavity or space in something.
ଅର୍ଥ : ଗଛର ଶାଖା, ଗଣ୍ଡିଆଦିରେ ତିଆରି ହୋଇଥିବା ପୋଲା ଅଂଶ
ଉଦାହରଣ : ଅଶ୍ୱତ୍ଥଗଛର ଏହି କୋରଡ଼ରେ ଗୋଟିଏ ସାପ ରହେ
ସମକକ୍ଷ : କୋଟର, ଖୁଙ୍ଗୁର
ଅନ୍ୟ ଭାଷାରେ ଅନୁବାଦ :हिन्दी
पेड़ की शाखाओं, तने आदि में बना हुआ खोखला भाग।
ସଂସ୍ଥାପନ କରନ୍ତୁ