ଅର୍ଥ : ଅତ୍ୟନ୍ତ କୃପଣ ବ୍ୟକ୍ତି
ଉଦାହରଣ :
ଆପଣ ଏତେ କୃପଣ ହେଲେ ଆପଣଙ୍କୁ ମକ୍ଷିଚୁଷଙ୍କ ମଧ୍ୟରେ ଗଣନା କରାଯିବ
ଅନ୍ୟ ଭାଷାରେ ଅନୁବାଦ :
बहुत ही कंजूस व्यक्ति।
आप इतनी कंजूसी करेंगे तो आपकी गिनती भी मक्खीचूसों में होने लगेगी।A stingy hoarder of money and possessions (often living miserably).
miserଅର୍ଥ : କଞ୍ଜୁସି କରିବା ବ୍ୟକ୍ତି
ଉଦାହରଣ :
ରମେଶ ବହୁତ ବଡ଼ କୃପଣ କଞ୍ଜୁସର ଧନ ଶେଷରେ କେଉଁ କାମର !
ସମକକ୍ଷ : କଞ୍ଜୁସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ ବହୁତ କୃପଣ
ଉଦାହରଣ :
ସେଠ୍ ଧନୀରାମ ଭାରି କୃପଣ, ପଇସାଟିଏ ବି ଖର୍ଚ୍ଚ କରିବାକୁ ଚାହାନ୍ତିନାହିଁ
ସମକକ୍ଷ : କଞ୍ଜୁସ୍, ମକ୍ଷୀଚୋଷ୍, ଲୋଭୀ
ଅନ୍ୟ ଭାଷାରେ ଅନୁବାଦ :
जो बहुत ही कंजूस हो।
सेठ धनीराम मक्खीचूस है, एक पैसा भी खर्च करना नहीं चाहता।