ଅର୍ଥ : ଅଶୁଭ ବା ଖରାପ ଲକ୍ଷଣ
ଉଦାହରଣ :
କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ
ସମକକ୍ଷ : ଅଲକ୍ଷଣ, ଅଶୁଭ, ଅଶୁଭ ଲକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
अशुभ या बुरा लक्षण।
कहीं जाते समय बिल्ली का रास्ता काटना कुलक्षण माना जाता है।An unfavorable omen.
foreboding