ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସ୍ତ୍ରୀର ସେହି ଅଙ୍ଗ ଯେଉଁଥିରେ ଦୁଧ ରହିଥାଏ
ଉଦାହରଣ : ମା’ ନିଜ ସ୍ତନର ଦୁଧ ପିଲାକୁ ପିଆଉଛି ଗାଈର ପହ୍ନାକୁ ଦେଖି ତାର ଦୁଧ ଦେବା କ୍ଷମତାକୁ ଜଣିହୁଏ
ସମକକ୍ଷ : ପହ୍ନା, ସ୍ତନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी मादा का वह अंग जिसमें दूध रहता है।
Either of two soft fleshy milk-secreting glandular organs on the chest of a woman.
ଅର୍ଥ : ଯୁବତୀର ସ୍ତନ
ଉଦାହରଣ : ଜଣେ ହୀନମତି ବ୍ୟକ୍ତି ରାସ୍ତାରେ ଚାଲୁଥିବା ତରୁଣୀଟିର ସ୍ତନକୁ ଭଲକରି ଦେଖୁଥିଲା
ସମକକ୍ଷ : ଉରଜ, ଥନ, ଦୁଧ, ପୟୋଧର, ସ୍ତନ
जवान स्त्री के स्तन।
ସଂସ୍ଥାପନ କରନ୍ତୁ