ଅର୍ଥ : ଏକ ପ୍ରକାର ରଙ୍ଗୀନ, ତରଳ ଅଥବା କିଛି ପରିମାଣରେ ଗାଢ଼ା ପଦାର୍ଥ ଯାହା ଲେଖିବା ବା ଲୁଗା କାଗଜଆଦି ଉପରେ ଛାପିବା କାମରେ ଲାଗେ
ଉଦାହରଣ :
ମୋ କଲମରେ ଲାଲ୍ କାଳି ଅଛି
ଅନ୍ୟ ଭାଷାରେ ଅନୁବାଦ :
A liquid used for printing or writing or drawing.
inkଅର୍ଥ : ଯମୁନାରେ ରହୁଥିବା ଯେଉଁ ନାଗକୁ କୃଷ୍ଣ ପରାସ୍ତ କରିଥିଲେ
ଉଦାହରଣ :
କାଳିୟ ନାଗ ଯମୁନାର କାଳୀଦହରେ ବାସ କରୁଥିଲା
ଅନ୍ୟ ଭାଷାରେ ଅନୁବାଦ :
एक नाग जो यमुना में रहता था और जिसे भगवान कृष्ण ने परास्त किया था।
कालिया नाग यमुना के कालीदह में निवास करता था।An imaginary being of myth or fable.
mythical being