ଅର୍ଥ : ସଂପୂର୍ଣ୍ଣ ଜାତିର ଗୋଟିଏ ରାଗିଣୀ
ଉଦାହରଣ :
ସଂଗୀତଜ୍ଞ କାବେରୀ ରାଗରେ ଗାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦକ୍ଷିଣ ଭାରତରେ ପ୍ରବାହିତ ହେଉଥିବା ଏକ ନଦୀ
ଉଦାହରଣ :
କାବେରୀ ନଦୀର ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡ଼ୁ ମଧ୍ୟରେ ବିବାଦ ଘନୀଭୂତ ହୋଇଛି
ସମକକ୍ଷ : କାବେରୀ ନଦୀ
ଅନ୍ୟ ଭାଷାରେ ଅନୁବାଦ :
दक्षिण भारत में बहनेवाली एक नदी।
कावेरी नदी के जल को लेकर कर्नाटक और तमिलनाडु में विवाद गहराया।