ଅର୍ଥ : କାହା ଆଗରେ ନିଜ କଳା ପ୍ରଦର୍ଶନ କରିବା
ଉଦାହରଣ :
ଯାଦୁଗର ପିଲାଙ୍କ ଆଗରେ ଯାଦୁ କଳା ପ୍ରଦର୍ଶନ କରୁଛି
ସମକକ୍ଷ : କଳା ଦେଖେଇବା, କଳା ପ୍ରଦର୍ଶନ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी के सामने अपनी कला प्रदर्शित करना।
जादूगर बच्चों के सामने कला प्रदर्शित कर रहा है।