ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାୟୁ ଓ ଆର୍ଦ୍ରାତା ପ୍ରଭାବରୁ ଲୁହାଆଦି ଉପରେ ସୃଷ୍ଟି ହେଉଥିବା କଳା ଅଂଶ
ଉଦାହରଣ : ଲୁହାଉପରେ କଳଙ୍କି ଲାଗିଯାଇଛି
ସମକକ୍ଷ : ଜଙ୍କ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
लोहे आदि पर चढ़ने वाला वह काला अंश जो हवा और नमी के प्रभाव से उत्पन्न होता है।
A red or brown oxide coating on iron or steel caused by the action of oxygen and moisture.
ଅର୍ଥ : ତମ୍ବା, ପିତ୍ତଳଆଦି ବାସନରେ ଯେଉଁ ସବୁଜ ରଙ୍ଗର କଳଙ୍କି ଲାଗେ
ଉଦାହରଣ : ଅମ୍ଳ ପଦାର୍ଥରେ ମାଜିଲେ କଳଙ୍କି ଛାଡ଼ିଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह हरा मुरचा जो तांबे, पीतल के बरतनों पर लगता है।
ଅର୍ଥ : ଲୁହାର ଜଙ୍କ
ଉଦାହରଣ : ଲୁହା ଜିନିଷରେ ରଂଗର ପ୍ରଲେପ ଦେଲେ କଳଙ୍କିରୁ ସୁରକ୍ଷା ମିଳେ
ସଂସ୍ଥାପନ କରନ୍ତୁ