ଅର୍ଥ : ସବୁଜ ପତ୍ର, ଅଳିଆ, ଗୋବରଆଦିକୁ ପଚାଇ ତିଆରି କରାଯାଉଥିବା ଖତ
ଉଦାହରଣ :
କୃଷକ ଖାଲି ଜମିରେ କମ୍ପୋଷ୍ଟ ଖତ ଢାଳୁଛି
ସମକକ୍ଷ : କମ୍ପୋଷ୍ଟ ଖତ
ଅନ୍ୟ ଭାଷାରେ ଅନୁବାଦ :
हरे पत्ते, कूड़े, गोबर आदि को सड़ाकर बनाई हुई खाद।
किसान खाली खेत में कंपोस्त डाल रहा है।A mixture of decaying vegetation and manure. Used as a fertilizer.
compost