ଅର୍ଥ : କାହାର ଆଜ୍ଞାକୁ ମାନିକରି ତାଙ୍କ କହିବା ଅନୁସାରେ କାମକରିବା
ଉଦାହରଣ :
ସେ ନିଜ ପିତାଙ୍କର ଆଜ୍ଞା ପାଳନ କଲା ଏବଂ ବସିକରି ପାଠପଢ଼ିଲା
ସମକକ୍ଷ : ଆଜ୍ଞା ପାଳନ କରିବା, ବୋଲ ମାନିବା
ଅନ୍ୟ ଭାଷାରେ ଅନୁବାଦ :
किसी की आज्ञा को मानते हुए उसके कहे अनुसार काम करना।
उसने अपने पिता की आज्ञा का पालन किया और बैठकर पढ़ने लगा।Be obedient to.
obeyଅର୍ଥ : ଆଜ୍ଞା ପାଳନ କରିବା
ଉଦାହରଣ :
ଯୁକ୍ତିତର୍କ ନକରି ଆପଣଙ୍କର ଆଜ୍ଞା ପାଳନ କରିବା ଉଚିତ
ସମକକ୍ଷ : ଆଜ୍ଞା ପାଳନ କରିବା, ଆଜ୍ଞା ମାନିବା, ଆଦେଶ ମାନିବା
ଅନ୍ୟ ଭାଷାରେ ଅନୁବାଦ :
आज्ञा का पालन करना।
आपको बिना बहस किए आज्ञापालन करना चाहिए।Be obedient to.
obey