ଅର୍ଥ : କୌଣସି ଜିନିଷ ଉପରେ ପଡ଼ିଥିବା ବା ଲାଗିଥିବା କୌଣସି ଦ୍ୱିତୀୟ ବସ୍ତୁକୁ ହଟାଇବା
ଉଦାହରଣ :
ସେ ପ୍ରତିଦିନ ଘର ଓଳାଏ ସେ ଲୁଗା ଉପରେ ଲାଗିଥିବା ଧୂଳି ଝାଡ଼ିଲା
ସମକକ୍ଷ : ଖରକିବା, ଝାଡ଼ିବା, ଝାଡ଼ୁମାରିବା
ଅନ୍ୟ ଭାଷାରେ ଅନୁବାଦ :
किसी चीज पर पड़ी या लगी हुई कोई दूसरी चीज को हटाना।
वह हरदिन पूरे घर को झाड़ती है।Remove with or as if with a brush.
Brush away the crumbs.ଅର୍ଥ : ଝାଡ଼ୁରେ ଚଟାଣଆଦି ସଫା କରିବା
ଉଦାହରଣ :
ସେ ନିଜ ଘର ଝାଡ଼ୁକରି ସଫା କରୁଛି
ସମକକ୍ଷ : ଝାଡି ସଫା କରିବା, ଝାଡୁ କରିବା, ଝାଡୁ ଲଗାଇବା
ଅନ୍ୟ ଭାଷାରେ ଅନୁବାଦ :