ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
ଉଦାହରଣ : ଦୋକାନୀ ଶସ୍ୟ ମାପୁଛି
ସମକକ୍ଷ : ତଉଲିବା, ମାପିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु का गुरुत्व या भारीपन का परिमाण जानने के लिए उसे काँटे, तराजू आदि पर रखना।
Determine the weight of.
ଅର୍ଥ : ଓଜନ କରିବା
ଉଦାହରଣ : ଦଶ ବସ୍ତା ଧାନ ଓଜନ ହେଲା
ସମକକ୍ଷ : ତଉଲିବା, ମାପ କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
तौलाई होना।
ସଂସ୍ଥାପନ କରନ୍ତୁ